ଓଡ଼ିଶା ଝିଅ little Miss Universe Watch photos & all about her

ଓଡ଼ିଶା ଝିଅ little Miss Universe Watch photos & all about her

Odisha Girl Padmalaya Nanda  won Little Miss Universe Crown; At Age 12 The Young Title Holder Has Her Vision Set On One Goal

 14 Jun.2017 13:55



A brand ambassador for Odisha, a flag bearer for India, a beauty queen and just 12 years old. Odisha girl Padmalaya Nanda is on top of the world after she was declared winner of the Little Miss Universe 2017 beauty pageant.


The young diva also bagged titles of 'Little Miss Universe Grand Prix', 'Little Miss Universe Internet 2017' and 'Little Miss Actress', becoming the youngest one to do so in her crowning glory.















For young Padmalaya she has her task cut out for herself, which is to bring her “beautiful Odia culture and traditions” on the map of the world.





Though the girl is not clear about what she would want to be in life when she grows up but her vision is set on promoting the culture of her state of Odisha.



Aged just 12, Padmalaya shows great maturity as she shares about her passion to work for the underprivileged children.



The young passionate girl told that she always celebrates her birthday in an orphanage called Swami Bichitrananda Kalyan Ashram.
Rajo Festival 2017 In Odisha

Rajo Festival 2017 In Odisha

Happy raja

                                    Happy rajo                                       


                           At first we wish you a Happy Rajo
Happy rajo


Rajo festival 2017

Rajo festival 2017
                              It also called as raja festival

Raja festival

Raja is the best festival of Odisha. It observes three days. All the three days are holidays in Orissa. It is celebrated all over Odisha.
This festival observes for enjoyment and eating delicious food.

                               In Odia it called as Raja Parba  
                             Raja festival


Raja parba

                  ରଜ ଓଡିଶା ଏକ ପ୍ରଧାନ ପର୍ବ | ରଜ ଲୋକଙ୍କ ମନରେ ଅପୂର୍ବ ଉତ୍ସବ ଓ


 ଉଦ୍ଦୀପନା ଭରିଦିଏ | ରଜ ରେ କିଛିକାମ କରାଯାଏ ନାହି | ରଜ ରେ ଚାଷ କାମ ମଧ୍ୟ 



ନିଷିଦ୍ଧ ଅଟେ | ଖାଇବା,ପିଇବା, ରଜ ର ମୁଖ୍ୟ କଥା | ଝିଅମାନେ ନୂଆ ନୂଆ ପୋଷାକ 



ପିନ୍ଧି ବୁଲିଥାନ୍ତି  | ରଜରେ ଧରିତ୍ରୀମାତା ରଜସ୍ବାଳା ହୋଇଥିବାରୁ ରଜ ତିନିଦିନ 



ଠାକୁରପୂଜା କରାଯାଏ ନାହି | ରଜରେ ପୋଡପିଠା ହୋଇଥାଏ | ରଜ ଓଡିଶାର 



ପର୍ବପର୍ବାଣୀ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ର ଅଧୀକାରୀ |    


    

Raja mauja

                ପ୍ରତେକ ପର୍ବର ପାଳନ ମୂଳରେ ମନୋରଞ୍ଜନ ଟି ଉଦେସ୍ୟା ଥିଲେ ମଧ୍ୟ ରଜ କ୍ଷେତ୍ରରେ ଖାଇବା, ପିଇବା ର ମଉଜ ଅଧିକ | ଲୋକମାନେ ପୋଡ଼ପିଠ କରି ଖାଇଥାନ୍ତି | ଦୋଳି ଖେଳ ରଜ ର ଅନ୍ୟ ଏକ ଆକର୍ଷଣ | ଦୋଳି ଖେଳ ବ୍ୟତୀତ ତାସ୍, ଲୁଡୁ, କଉଡ଼ି, ଚେସ୍ ଓ କ୍ୟାରମ୍ ପ୍ରଭୃତି ଖେଳ ରଜରେ ହୋଇଥାଏ | ଝିଅ  ମାନେ ପାନ ଖାଇ ଦୋଳିରେ ବସି ଗୀତ ର ଲହରୀ ଛୁଟାଇ ଥାନ୍ତି
Raja mauja

      – ରାଜ ଦୋଳି କଟମଟ ------ମୋଭାଇ ମୁଣ୍ଡରେ ସୁନା ମୁକୁଟ |

 ଗାଁ ଗହଳି ରେ ଝିଅ ବୋହୁ ମାନେ ଦଳଦଳ ହୋଇ ଗାଁ ବୁଲି ବାହାରନ୍ତି | ଝିଆ ମନେ ଗୁଆ ଖୋଳପା ଓ କଦଲୀ ପଟୁଆ ର ଜୋତା ପିନ୍ଧନ୍ତି | ରଜ ପର୍ବ ରେ ନାରୀ ମାନଙ୍କର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ | ରଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥାଏ | ସମାଜର ପ୍ରତ୍ୟୋକ୍ ସ୍ତରର  ଲୋକ ଏହି ଉତ୍ସବ ପାଳନ କରିଥାନ୍ତି |     

Raja sankranti

                                            Raja sankranti 2017      

  ସାଧରଣତଃ ଜ୍ୟେଷ୍ଠ ମାସରେ ରଜ ସଂକ୍ରାନ୍ତି ପଡିଥାଏ ‍‍‌‌|କୌଣସି କୌଣସି ବର୍ଷ ଆଷାଢ଼ ଆରମ୍ଭରେ ମଧ୍ୟ ରଜ ଉତ୍ସବ ଅନୁସ୍ଠିତ ହୋଇଥାଏ | ଅତେବ୍ ରଜର ସମୟ ହେଉଛି ଜେଷ୍ଠ  ଆଷାଢ ର ସନ୍ଧିକ୍ଷଣ |                   


Raja sankranti 2017

                      ତିନିଦିନ ଧରି ଲୋକେ ରଜପର୍ବ ପାଳନ କରନ୍ତି | ତିନିଦିନ ଯଥାକ୍ରମେ (ପହିଲିରଜ,ରଜ ସଂକ୍ରାନ୍ତି,ଭୁମିଦାହନ) ନାମରେ ପରିଚିତ | ଶେଷ ରଜର ପରବର୍ତ୍ତୀ ଦିନ କୁ ବସୁମତୀ ସ୍ନାନ କୁହାଯାଏ |



Rajo image 

Rajo image







Raja image

Raja image





Raja photo 


Raja photo




Odia raja song

banaste dakila gaja

Odia raja song



ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା
ଗୋଡ଼ରେ ନାଇଛୁ ସରୁ ଅଳତା,
ନାଇଛୁ ସରୁ ଅଳତା ଲୋ
ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା
ଦୋଳିଟା କାହିଁକି ଲାଗୁଛି ଏକା,
ଲାଗୁଛି ଏକା ଲୋ
କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି
ବେକରେ ନାଇଚି ଗଜରା ମାଳି,
ଗଜରା ମାଳି ଲୋ
ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ
ବନ ପୋଡ଼ିଗଲେ ଦୁନିଆ ଜାଣେ,
ଦୁନିଆ ଜାଣେ ଲୋ
ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା
ଦରଦ ଜାଣେଲୋ ଦରଦୀ ସିନା,
ଦରଦୀ ସିନା ଲୋ
ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ
ଦେବତା ଗଢ଼ାଇଲା ନାରୀ ଜୀବନ,
ନାରୀ ଜୀବନ ଲୋ
ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି
ପୁରୁଷ ସିନାଲୋ ଭ୍ରମର ଜାତି,
ଭ୍ରମର ଜାତି ଲୋ
ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ
ନବ ଯଉବନି କିଆଁ ଗୁମାନ,
କିଆଁ ଗୁମାନ ଲୋ
ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର
ତତେ ଦେଖିଥିଲି ବାଲି ବନ୍ଧରେ,
ବାଲି ବନ୍ଧରେ ଲୋ
ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ
ସେଦିନ କଥାକି ତୋ ମନେ ନାଇଁ,
ମନେ ନାଇଁ ଲୋ
ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ
କେତେ ଦେଖାଉଛୁ ନୁଖୁରା ଗେଲ,
ନୁଖୁରା ଗେଲ ରେ
ଭାଙ୍ଗି ଦେବି ତୋର ଗାଲ ।
ନଈର ଶୁଖିଲା ବାଲି
କେତେ ଫୁଲି ହେଉ ପୁଚୁକିଗାଲି,
ହେଉ ପୁଚୁକିଗାଲି ଲୋ
ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା
ରସିକ ଯେ ଜାଣେ ସ୍ନେହର ମଜା,
ସ୍ନେହର ମଜା ରେ
ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ
ଦୋଳି କଟକଟ କରେ ଶବଦ,
କରେ ଶବଦ ଲୋ
ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ କଟକଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ
ପହଞ୍ଚାଇ ଦୋଳି ତେଣେ ନ ଚାହାଁ,
ତେଣେ ନ ଚାହାଁ ଲୋ
ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ
ଉଙ୍କି ମାରି ମାରି ଅନାଉ ଥାଏ,
ଅନାଉ ଥାଏ ଲୋ
ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ
ଛକି ବସିଥିବ ଚଗଲା କାହ୍ନୁ,
ଚଗଲା କାହ୍ନୁ ଲୋ
ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ
କଣ ନ କଲେ କଳା କହ୍ନାଇ,
କଳା କହ୍ନାଇ ଲୋ
ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ
ମଥୁରାକୁ ଗଲେ କଳା କହ୍ନାଇ,
କଳା କହ୍ନାଇ ଲୋ
କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି
କିମ୍ପାଇଁ ରାଧିକା ବସିଲା ରୁଷି,
ବସିଲା ରୁଷି ଲୋ
ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି
ଭାଉଜଙ୍କ ମନ ଯାଇଛି ଜଳି,
ଯାଇଛି ଜଳି ଲୋ
ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ
ମୋତେ ତ ବରଷ ହେଲା ଚଉଦ,
ହେଲା ଚଉଦ ଲୋ
ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ
ବଡ଼କଥା ବଡ଼ ଲୋକଙ୍କୁ ସାଜେ,
ଲୋକଙ୍କୁ ସାଜେ ଲୋ
ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ
ନଇଁ ଚାଲୁଥିବ ବଡ଼ଙ୍କ ଆଗେ।
ବଡ଼ଙ୍କ ଆଗେ ଲୋ
ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ
ଛତରାଟା କେତେ ଛଇ ଦେଖାଉ,
ଛଇ ଦେଖାଉ ରେ
ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ
ପର କାହୁଁ ଘର ପରାଣୀ ହେବେ,
ପରାଣୀ ହେବେ ରେ
ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ
ଆଗରେ ଯାଉଛି ନାଗର ଜଣ
ନାଗର ଜଣେ ଲୋ
ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା
ବଚନରେ ଯାର ନଥଏ ମିଠା,
ନଥଏ ମିଠା ଲୋ
ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା
ଯିଏ ହୋଇଥିବ ସିଂହର ବଚା,
ସିଂହର ବଚା ଲୋ
ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା
ମଉସା ପୁଆଟା ଏଡ଼େ ସହସା,
ଏଡ଼େ ସହସା ଲୋ
ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ
ଯାହାଠାରେ ଯାର ମିଶିଛି ମନ,
ମିଶିଛି ମନ ଲୋ
ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ
ଝିଅ ଜନମରେ ଏତିକି ଲାଭ,
ଏତିକି ଲାଭ ଲୋ
ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି
ନୂଆ ପୀରତିରେ ମଉଜ ଭାରି,
ମଉଜ ଭାରି ଗୋ
ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ,
ହେବୁ ଗୋଳିଆଲୋ
ତୋଫା ହେବଟି ଧୁଳିଆ ।

ଥିରି ଥିରି ଚାଲେ ହାତୀ
ଥୟ ନ ହେଉଛି କିମ୍ପା ଏ ଛାତି,
କିମ୍ପା ଏ ଛାତି ଲୋ
ଥକା ଦୋଳି ହେଲା ରାତି ।
Odisha
map of odisha


Final word


Hope you have liked above image and content. Don't forget to share these in
socia media